logo

କାର୍ଯ୍ୟପ୍ରଣାଳୀ

ଠକମାନେ ଗ୍ରାହକଙ୍କୁ ଏକ ସ୍କ୍ରିନ୍ ସେୟାରିଂ ଆପ୍ ଡାଉନ୍ ଲୋଡ୍ କରିବାକୁ କହି ଠକିଥାନ୍ତି।

•ଏଭଳି ଆପ୍ ବ୍ୟବହାର କରି ଠକମାନେ ଗ୍ରାହକଙ୍କ ମୋବାଇଲ୍/ଲାପଟପ୍ ଦେଖିପାରିବେ/ନିୟନ୍ତ୍ରଣ କରିପାରିବେ ଏବଂ ଗ୍ରାହକଙ୍କ ଆର୍ଥିକ ସୂଚନା ପାଇପାରିବେ।

•ଠକମାନେ ଏହି ସୂଚନାକୁ ଅନଧିକୃତ ଭାବେ ପାଣ୍ଠି ସ୍ଥାନାନ୍ତର କରିବା କିମ୍ବା ଗ୍ରାହକଙ୍କ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ / ପେମେଣ୍ଟ ଆପ୍ ବ୍ୟବହାର କରି ଦେୟ କରନ୍ତି ।

ସତର୍କତା

•ଯଦି ଆପଣଙ୍କ ଡିଭାଇସ୍ କୌଣସି ବୈଷୟିକ ତ୍ରୁଟିର ସମ୍ମୁଖୀନ ହୁଏ ଏବଂ ଆପଣଙ୍କୁ କୌଣସି ସ୍କ୍ରିନ୍ ଅଂଶୀଦାର ଆପ୍ଲିକେସନ୍ ଡାଉନଲୋଡ୍ କରିବା ଆବଶ୍ୟକ ପଡେ,ତେବେ ଆପଣଙ୍କ ସମସ୍ତ ଦେୟ ସମ୍ବନ୍ଧୀୟ ଆପ୍ଲିକେସନ୍ ଡିଭାଇସ୍‌ରୁ ନିଷ୍କ୍ରିୟ/ ଲଗ୍ ଆଉଟ୍ କରନ୍ତୁ।

•କମ୍ପାନିର ଅଫିସିଆଲ୍ ଦେୟ ମୁକ୍ତ ନମ୍ବର ଜରିଆରେ ପରାମର୍ଶ ମିଳିଲେ ହିଁ ଏଭଳି ଆପ୍ ଡାଉନଲୋଡ୍ କରନ୍ତୁ। ଯଦି କମ୍ପାନିର କୌଣସି କାର୍ଯ୍ୟନିର୍ବାହୀ ତାଙ୍କ ବ୍ୟକ୍ତିଗତ ନମ୍ବର ଜରିଆରେ ଆପଣଙ୍କ ସହ ଯୋଗାଯୋଗ କରନ୍ତି ତେବେ ଏଭଳି ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ।

•କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ମାତ୍ରେ, ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଡିଭାଇସରୁ ସ୍କ୍ରିନ୍ ସେୟାରିଂ ଆପ୍ଲିକେସନ୍ ବିଲୋପ ହୋଇଛି।

ମୂଳପୃଷ୍ଠାକୁ ଫେରନ୍ତୁ |